କନକ ବ୍ୟୁରୋ : ଯୁଦ୍ଧଭୂମିର ଅନୁଭୂତି ବଖାଣିଲେ ୟୁକ୍ରେନରୁ ଫେରିଥିବା ଓଡ଼ିଆ ଛାତ୍ରୀ ଉପଗ୍ନା ତ୍ରିପାଠୀ । କହିଲେ ସାମରିକ ଘାଟି ପାଖ ହଷ୍ଟେଲରେ ରହୁଥିଲେ । ସାଇରନ ବାଜୁଥିଲା, ବୋମା ମାଡ଼ ଓ ମିଜାଇଲ ମାଡ଼ର ଭୟଙ୍କର ଶବ୍ଦରେ ଥରି ଉଠୁଥିଲା ଛାତି । ଜୀବନ ବଂଚାଇ ଫେରିବା ତାଙ୍କ ପାଇଁ ଥିଲା ସବୁଠାରୁ ବଡ଼ ସଂଘର୍ଷପୂର୍ଣ୍ଣ ଥିଲା । ଦିନକୁ ଦିନ ସେଠାକାର ସ୍ଥିତି ବହୁତ ଖରାପ ହେଉଥିଲା । ଅତିଭୟଙ୍କର ଥିଲା ସେଠାକାର ସ୍ଥିତି ବୋଲି କହିଛନ୍ତି ଉପଗ୍ନା ।

Advertisment