କନକ ବ୍ୟୁରୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କାରକେଡ୍ ଉପରେ ଆକ୍ରମଣ ହୋଇଛି । ସୂଚନା ଅନୁସାରେ ନିକଟରେ ଗୋଟିଏ କାର୍ଯ୍ୟକ୍ରମରେ ବେଳେ ତାଙ୍କ କାର ଉପରେ ବିସ୍ଫୋରକ ସାମଗ୍ରୀରେ ଆକ୍ରମଣ କରାଯାଇଥିଲା । ଗୋଟିଏ କାର ହଠାତ୍ ପୁଟିନଙ୍କ କାରକେଡ ଆଗକୁ ଚାଲିଆସିଥିଲା । ଏହି ସମୟରେ ଆଉ ଏକ କାର କାରକେଡ ଚାରିପଟେ ବୁଲିବା ସହ ପୁଟିନଙ୍କ କାରକୁ ବିସ୍ଫୋରକ ନିକ୍ଷେପ କରିଥିଲା । ପୁଟିନଙ୍କ ସୁରକ୍ଷାରେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସେ ସୁରକ୍ଷିତ ଥିବା ସୂଚନା ମିଳିଛି ।

Advertisment

କାରକେଡ୍  ଆଗକୁ ଚାଲିଆସିଥିଲା । ଏହି ସମୟରେ ଆଉ ଏକ କାର କାରକେଡ ଚାରିପଟେ ବୁଲିବା ସହ ପୁଟିନଙ୍କ କାରକୁ ବିସ୍ଫୋରକ ନିକ୍ଷେପ କରିଥିଲା । ପୁଟିନଙ୍କ ସୁରକ୍ଷାରେ ଏଭଳି ତ୍ୁଟି ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସେ ସୁରକ୍ଷିତ ଥିବା ସୂଚନା ମିଳିଛି ।