କନକ ବ୍ୟୁରୋ: ଭାରତରେ ଲୋକସଭା ନିର୍ବାଚନ ଭିତରେ ରୁଷର ବଡ ଦାବି । ରୁଷର କହିବା ମୁତାବକ, ଭାରତର ଲୋକସଭା ନିର୍ବାଚନରେ ଦଖଲ ଦେବାକୁ ଚେଷ୍ଟା କରୁଛି ଆମେରିକା । ଭାରତରେ ହେଉଥିବା ଲୋକସଭା ନିର୍ବାଚନରେ ଅସ୍ଥରତା ସୃଷ୍ଟି କରିବା ହେଉଛି ଆମେରିକାର ମୁଖ୍ୟ ଲକ୍ଷ୍ୟ । ରୁଷର ସରକାରୀ ନ୍ୟୁଜ୍ ଏଜେନ୍ସି ଆରଟି ନ୍ୟୁଜ୍ ମୁତାବକ, ରୁଷ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମାରିୟା ଜାଖାରୋବା କହିଛନ୍ତି, ଆମେରିକା ଭାରତର ରାଜନୈତିକ ମାହୋଲକୁ ବିଗାଡିବାକୁ ଚେଷ୍ଟା କରୁଛି । ଆମେରିକା ଲଗାତାର ଭାରତର ଧାର୍ମିକ ସ୍ୱତନ୍ତ୍ରତାକୁ ନେଇ ନିରାଧାର ଆରୋପ ଲଗାଉଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତର ରାଜନୈତିକ ମାହୋଲକୁ ଖରାପ କରିବା ।
ଲୋକସଭା ନିର୍ବାଚନ ଭିତରେ ରୁଷର ବଡ ଦାବି । ଭାରତର ନିର୍ବାଚନରେ ଦଖଲ ଦେବାକୁ ଚେଷ୍ଟା କରୁଛି ଆମେରିକା ।
/kanak/media/post_attachments/wp-content/uploads/2024/05/7f3b5b07-54b0-4df7-97b3-2285eaca512c_b86b9db9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)