ଡଲାର ତୁଳନାର ଟଙ୍କାର ମୂଲ୍ୟ ହ୍ରାସ, ଏକ ଡଲାର ତୁଳନାରେ ୮୩ ଟଙ୍କା ପାର କଲା ଭାରତୀୟ ମୁଦ୍ରା।

Advertisment
ଡଲାର ତୁଳନାର ଟଙ୍କାର ମୂଲ୍ୟ ହ୍ରାସ, ଏକ ଡଲାର ତୁଳନାରେ ୮୩ ଟଙ୍କା ପାର କଲା ଭାରତୀୟ ମୁଦ୍ରା।

କନକ ବ୍ୟୁରୋ: ବୁଧବାର ଡଲାର ତୁଳନାରେ ଟଙ୍କାର ମୁଲ୍ୟ ହ୍ରାସ ପାଇଛି । ପାଖାପାଖି ୬୬ ପଇସା ଅର୍ଥାତ ୦.୮ ପ୍ରତିଶତର ହ୍ରାସ ଦେଖିବାକୁ ମିଳିଛି । ବର୍ତ୍ତମାନ ଏକ ଡୁଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୮୩.୦୨ ପହଞ୍ଚିଛି । ଅକ୍ଟୋବର ୭ରେ ପ୍ରତି ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୮୨.୩୭ ଟଙ୍କା ଥିଲା । ତେବେ ଏହା ରେକର୍ଡସ୍ତରକୁ ବୃଦ୍ଧି ପାଇବାରେ ଲାଗିଛି । ଆମେରିକାର ଟ୍ରେଜେରୀ ୟିଲ୍ଡସର ଦର ବୃଦ୍ଧି ହେବାପରେ ଡଲାର ପୁଣିଥରେ ମଜବୁତ ହେବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe