କନକ ବ୍ୟୁରୋ: କୋଠାବାଡି ନିର୍ମାଣ ନିୟମରେ ହେଲା ପରବର୍ତନ । ବହୁତଳ ଅଟ୍ଟାଳିକା ନିର୍ମାଣ ପାଇଁ ସରକାର କୋହଳ କଲେ ନିୟମ । ଏଣିକି ୮ଟି ଘର ଥିବା ଅଟ୍ଟାଳିକାକୁ ଆପାର୍ଟମେଂଟ କୁହାଯିବ । ପୁରୁଣା ଘରର ନବୀକରଣ ପାଇଁ ଆଉ ଦରକାର ପଡିବନି ଅନୁମତି । ସେହିଭଳି ଆଉ ମଡେଲ ପ୍ଲାନ ଅନୁମତି ପାଇଁ ବାରମ୍ବାର ଦୈଡିବାକୁ ପଡିବନି ସରକାର ଅଫିସ । ଆବଶ୍ୟକୀୟ ଟଙ୍କା ଦାଖଲ କରି ଅଣ୍ଡରଟେକିଂ ଦେଇ ଆରମ୍ଭ ହୋଇପାରିବ ଘର କାମ ।
ବଦଳିଲା କୋଠାବାଡି ନିର୍ମାଣ ନିୟମ: ବହୁତଳ ଅଟାଳିକା ତିଆରିକୁ ଦିଆଯିବ ପ୍ରୋତ୍ସାହନ; ୮ଟି ଘର ଥିବା ଅଟ୍ଟାଳିକାକୁ କୁହାଯିବ ଆପାର୍ଟମେଂଟ
/kanak/media/post_attachments/wp-content/uploads/2020/08/b2854bd9e422b361b4bf4614758c8cb3-2.jpg)