କନକ ବ୍ୟୁରୋ : ସପ୍ତମ ରୁଚି ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ ଅନୁଷ୍ଟିତ ହୋଇଛି । ଚଳିତବର୍ଷର ସମ୍ମାନ ଜନକ ଜୀବନବ୍ୟାପି ସାଧନା ପୁରସ୍କାର ପାଇଛନ୍ତି ବର୍ଷିଆନ ଅଭିନେତା, ନିର୍ଦ୍ଦେଶକ ଏସ ଚକ୍ରପାଣୀ । ସେହିପରି ଶ୍ରେଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରେଷ୍ଠ ଅଭିନେତା ବାବୁ ସାନ, ଶ୍ରେଷ୍ଠ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଓଲିଉଡ ଆଇକନ ସମ୍ମାନ ପ୍ରଦାନ କରାଯାଇଥିଲା । ଚଳିତବର୍ଷ ଏହି ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ।
ସପ୍ତମ ରୁଚି ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ ଅନୁଷ୍ଠିତ : ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର
/kanak/media/post_attachments/wp-content/uploads/2017/03/Screen-shot-2017-03-30-at-8.59.00-AM.png)