କନକ ବ୍ୟୁରୋ: ୨ କୋଟିର ନଗଦ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଭିଜିଲାନ୍ସ ଅଧିକାରୀ । ଯନ୍ତ୍ରୀଙ୍କ ଘରୁ ଭିଜିଲାନ୍ସ ଜବତ କଲା ନଗଦ ୨ କୋଟି ଟଙ୍କା । ନିର୍ବାହୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ଜବତ ହେଲା ଟଙ୍କା । ଭୁବନେଶ୍ୱରସ୍ଥିତ ଘରୁ ସର୍ଚ୍ଚ ସମୟରେ ମିଳିଲା ନଗଦ ଟଙ୍କା । ନଗଦ ମିଳିଥିବା ଟଙ୍କା ଭିଜିଲାନ୍ସ ଇତିହାସରେ ରେକର୍ଡ ।
ଯନ୍ତ୍ରୀଙ୍କ ଘରେ ପୁଳାପୁଳା ଟଙ୍କା: ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ଜବତ ହେଲା ନଗଦ ୨ କୋଟି ଟଙ୍କା
/kanak/media/post_attachments/wp-content/uploads/2022/04/39-5.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)