ବାହାରିଯାଇଛି ଆରଆରବି ଗ୍ରୁପ୍ ଡ଼ି ବିବରଣୀ ! ପରୀକ୍ଷା ତାରିଖ,କେନ୍ଦ୍ର ଏବଂ ଅନ୍ୟ ବିବରଣୀ ଜାଣିବା ପାଇଁ ଖବରଟି ସମ୍ପୁର୍ଣ୍ଣ ପଢନ୍ତୁ ।

ପୁଣି ରେଳରେ ବାହାରିଲା ଚାକିରି । ବିନା କୌଣସି ପରୀକ୍ଷାରେ ହେବ ସିଧା ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

source : GovtJobsAlert.In

ଯେଉଁ ଛାତ୍ରଛାତ୍ରୀମାନେ ରେଲୱେ ଗ୍ରୁପ୍ ଡ଼ି ପଦବୀ ପାଇଁ ଆବେଦନ କରିଛନ୍ତି ସେମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସି ପହଞ୍ଚିଛି । ଆରଆରବି ତରଫରୁ ପରୀକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିବରଣୀ ଆସି ପହଞ୍ଚିଛି । ଆଡମିଟ୍ କାର୍ଡକୁ ଛାଡି ପରୀକ୍ଷା କେନ୍ଦ୍ର,ତାରିଖ ଏବଂ ସିଫ୍ଟ ବିବରଣୀ ଆରଆରବି ଜାରୀ କରିଛି । ୧୭ ସେପ୍ଟେମ୍ବରରେ ହେବାକୁ ଯାଉଥିବା ଏହି ପରୀକ୍ଷାର ୪ ଦିନ ପୂର୍ବରୁ ଆଡମିଟ୍ କାର୍ଡ ଜାରୀ କରାଯିବ ।
ନିମ୍ନରେ ଦିଆଯାଇଥିବା ସୂଚନା ମାଧ୍ୟମରେ ଆପଣ ଅଧିକ ବିବରଣୀ ଜାଣିପାରିବେ ।

publive-image

୧. ପରୀକ୍ଷା ଟାଇମ୍ ଟେବଲ,ସେଣ୍ଟର ଏବଂ ସିଫ୍ଟ ଡିଟେଲ୍ ଜାଣିବା ପାଇଁ ଛାତ୍ରଛାତ୍ରୀ ନିଜ ରିଜନ୍ ଆରଆରବି ୱେବସାଇଟକୁ ଯାଆନ୍ତୁ ।

୨. ୱେବସାଇଟର ହୋମପେଜକୁ ଯିବା ପରେ Click here to know the Exam city and date intimation for candidates (Level-1 posts) of CEN 02/2018 ଲିଙ୍କରେ କ୍ଲିକ୍ କରନ୍ତୁ ।

୩. ଏଠାରେ କ୍ୟାଣ୍ଟିଡେଟକୁ ନିଜ ଡିଟେଲସ୍ ଦେବାକୁ ପଡିବ ।

୪. ଏହାପରେ ପରୀକ୍ଷା ଟାଇମ୍ ଟେବୁଲ୍, କେନ୍ଦ୍ର ଏବଂ ସିଫ୍ଟ ଡିଟେଲ୍ ଡିସପ୍ଲେ କରିଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe