କନକ ବ୍ୟୁରୋ : ଛତିଶଗଡ଼ ପୁଲିସର ଦାଦାଗିରି । ଓଡ଼ିଶା ସୀମାରେ ପ୍ରବେଶ କରି ୩ ଆଦିବାସୀଙ୍କୁ ରାତି ଅଧିଆ ଉଠାଇନେଲା । ୫ ଦିନ ପରେ ମଧ୍ୟ ଏନେଇ ଓଡ଼ିଶା ପୁଲିସ ନିକଟରେ କୌଣସି ଖବର ନଥିବା ବେଳେ ଛତିଶଗଡ଼ ପୁଲିସର ଏଭଳି ବାରମ୍ବାର ବାରମ୍ବାର ନିୟମ ଉଂଲଘନକୁ ନିନ୍ଦା କରାଯାଇଛି । ସେପଟେ ଓଡ଼ିଶା ସରକାର ପକ୍ଷରୁ ଏକ ଟିମ୍ ଆଜି ଛତିଶଗଡ଼ ଯାଉଥିବା କୋରାପୁଟ ଏସପି କହିଛନ୍ତି ।
ଦେଖନ୍ତୁ ଏହି ଭିଡିଓ –