କୋରାପୁଟରୁ ଛତିଶଗଡ଼ ପୁଲିସ୍ ଉଠାଇନେଇଥିବା ୩ ଆଦିବାସୀଙ୍କ ମିଳୁନି ଖୋଜ୍ : କୋରାପୁଟ ଏସପି କହିଲେ, ନିଆଯିବ କାର୍ଯ୍ୟାନୁଷ୍ଠାନ

10

କନକ ବ୍ୟୁରୋ : ଛତିଶଗଡ଼ ପୁଲିସର ଦାଦାଗିରି । ଓଡ଼ିଶା ସୀମାରେ ପ୍ରବେଶ କରି ୩ ଆଦିବାସୀଙ୍କୁ ରାତି ଅଧିଆ ଉଠାଇନେଲା । ୫ ଦିନ ପରେ ମଧ୍ୟ ଏନେଇ ଓଡ଼ିଶା ପୁଲିସ ନିକଟରେ କୌଣସି ଖବର ନଥିବା ବେଳେ ଛତିଶଗଡ଼ ପୁଲିସର ଏଭଳି ବାରମ୍ବାର ବାରମ୍ବାର ନିୟମ ଉଂଲଘନକୁ ନିନ୍ଦା କରାଯାଇଛି । ସେପଟେ ଓଡ଼ିଶା ସରକାର ପକ୍ଷରୁ ଏକ ଟିମ୍ ଆଜି ଛତିଶଗଡ଼ ଯାଉଥିବା କୋରାପୁଟ ଏସପି କହିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.