ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମାମଲା, ସିବିଆଇ ତଦନ୍ତ ଦାବି : ନ୍ୟାୟ ଦାବିରେ ଏସପି ଅଫିସ ଘେରାଉ କଲେ ଜର୍ଜ ସେନା

Advertisment
ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମାମଲା, ସିବିଆଇ ତଦନ୍ତ ଦାବି : ନ୍ୟାୟ ଦାବିରେ ଏସପି ଅଫିସ ଘେରାଉ କଲେ ଜର୍ଜ ସେନା

କନକ ବ୍ୟୁରୋ : ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ତଦନ୍ତ ଦାବି । ଏହା ସହ ପରିବାର ଲୋକଙ୍କୁ ନ୍ୟାୟ ଦାବିରେ ରାଉରକେଲା ଏସପି ଅଫିସ୍ ଘେରାଉ କରୁଛି ଜର୍ଜ ସେନା । ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଏହି ପ୍ରତିବାଦ କରାଯାଉଛି । ଏଥିପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସପି ଅଫିସ୍ ଆଗରେ ପୋଲିସ ଛାଉଣୀ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe