ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଲେ ରୋହିତ ପୂଜାରୀ। ରାଜ୍ୟପାଳଙ୍କୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ

ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଲେ ରୋହିତ ପୂଜାରୀ। ରାଜ୍ୟପାଳଙ୍କୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ମନ୍ତ୍ରିମଣ୍ଡଳରୁ ବାଦ ପଡିଲେ ରୋହିତ ପୂଜାରୀ । ରାଜ୍ୟପାଳଙ୍କୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁଣିବାକୁ ମିଳୁଛି ଯେ ବିଭାଗୀୟ ସମୀକ୍ଷାରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ।

ଅତନୁ ସବ୍ୟସାଚୀ ନାୟକଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ବର୍ତ୍ତମାନ ସେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅଛନ୍ତି । ଉଚ୍ଚଶିକ୍ଷା ବିଭାଗର ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe