ସ୍ୱର୍ଗତ ଅଭିନେତା ବିନୋଦ ମେହେରାଙ୍କ ପୁଅ ରୋହନ ମେହେରା ବଲିଉଡ ଡେବୁ୍ୟ କରିବାକୁ ଯାଉଛନ୍ତି ା ନିର୍ମାତା ନିଖିଲ ଆଡବାଣୀ ରୋହନଙ୍କୁ ପ୍ରଥମ ବ୍ରେକ ଦେବେ । ବର୍ତମାନ ଫିଲ୍ମ ପାଇଁ ସ୍କ୍ରିପ୍ଟ କାମ ଚାଲିଛି । ପ୍ରି ପ୍ରଡକ୍ସନ କାମ ଶେଷ ହେବା ପରେ ହିରୋ ଭାବେ ରୋହନଙ୍କ ନାଁ ଘୋଷଣା କରାଯିବ ବୋଲି ନିଖିଲ ସୂଚନା ଦେଇଛନ୍ତି । ଗତବର୍ଷ ଫିଲ୍ମ ହିରୋ ଜରିଆରେ ଷ୍ଟାର କିଡସ ସୁରଜ ପାଂଚେଞ୍ଚାଲି ଓ ଆଥେୟା ସେଟ୍ଟିଙ୍କୁ ନିଖିଲ ବଲିଉଡରେ ଲଂଚ କରିଥିଲେ ।
ନିଖିଲଙ୍କ ନୂଆ ହିରୋ
/kanak/media/post_attachments/wp-content/uploads/2016/04/maxresdefault-3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)