ନିଆଁ ଲିଭାଇବ ରୋବର୍ଟ : ସ୍ୱଦେଶୀ ଫାୟାର ଅନୁଷ୍ଠାନ ପକ୍ଷରୁ ନିଆଁ ଲିଭା ରୋବର୍ଟ ପ୍ରସ୍ତୁତ 

ନିଆଁ ଲିଭାଇବ ରୋବର୍ଟ : ସ୍ୱଦେଶୀ ଫାୟାର ଅନୁଷ୍ଠାନ ପକ୍ଷରୁ ନିଆଁ ଲିଭା ରୋବର୍ଟ ପ୍ରସ୍ତୁତ 

କନକ ବ୍ୟୁରୋ : ଭୀଷଣ ଅଗ୍ନିକାଣ୍ଡ ସ୍ଥାନରେ କିପରି ହେବ ନିଆଁ ଲିଭା କାମ । ଏହି କାମକୁ ସହଜ କରିବାକୁ ଏବେ ଏକ ରୋବର୍ଟ ପ୍ରସ୍ତୁତ କରାଯାଇଛି । ସ୍ୱଦେଶୀ ଫାୟାର ଅନୁଷ୍ଠାନ ଏହି ନିଆଁଲିଭା ରୋବର୍ଟକୁ ପ୍ରସ୍ତୁତ କରିଛି । ଆଜି ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରେ ଏହାର ଡେମୋ ଦେଖାଯାଇଛି ।

ଏହି ଅବସରରେ ଫାୟାର ଡିଜିଙ୍କ ଉପସ୍ଥିତିରେ ଏହି ରୋବର୍ଟର ଫାୟାର ଫାଇଟିଂ କୌଶଳ ପ୍ରଦର୍ଶନ କରାଯାଇଛି । ଆଗକୁ କୌଣସି ବଡ ବଡ ବିଲଡିଂ , ଶିଳ୍ପାନୁଷ୍ଠାନ ବ୍ୟବସାୟ ପ୍ରତିଷ୍ଠାନରେ ଭୀଷଣ ଅଗ୍ନିକାଣ୍ଡ ଘଟିଲେ ଏହି ରୋବର୍ଟ ନିଆଁ ଲିଭା କାମରେ ବେଶ୍ ସହାୟକ ହୋଇପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe