କନକ ବ୍ୟୁରୋ: ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍ । ଦାନ ବାକ୍ସ ସମେତ ଠାକୁରଙ୍କ ସୁନା, ରୂପାର ଅଳଙ୍କାର ଲୁଟି ନେଇଛନ୍ତି ଦୁବୃର୍ତ । ଅଳଙ୍କାର ସମେତ ସିସିଟିଭି ମନିଟରକୁ ମଧ୍ୟ ଉଠାଇ ନେଇଛନ୍ତି ଚୋର । ଏନେଇ ମାମଲା ଦାଏର ପରେ ଜନାଘନା ଆରମ୍ଭ କରିଛି ସାକ୍ଷୀଗୋପାଳ ପୋଲିସ ।