ରବର୍ଟ ଭଦ୍ରାଙ୍କ ସହଯୋଗୀଙ୍କ ବାସଭବନରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢାଉ । ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ଭଦ୍ରାଙ୍କ ତିନି ଘନିଷ୍ଟ ସôହଯୋଗୀଙ୍କ କାଯ ର୍୍ୟାଳୟରେ ଇଡି ଚଢାଉ କରିଛି । ଗତକାଲି ଦିଲ୍ଲୀ ଏନସିଆର ଓ ବେଙ୍ଗାଲୁରର ୬ଟି ସ୍ଥାନରେ ଏକକାଳୀନ ଇଡି ଅଧିକାରୀ ଚଢାଉ କରିଛନ୍ତି । ସ୍କାଏଲାଇଟ ହସ୍ପିଟାଲିଟର ସୁଖଦେବ ବିହାର ସ୍ଥିତ କାର୍ଯ୍ୟାଳୟରେ ଚଢାଉ ହୋଇଛି । ୟୁପିଏ ଶାସନ ସମୟରେ ପ୍ରତିରକ୍ଷା ଡିଲକୁ ନେଇ ହୋଇଥିବା କମିସନି କରିବାର ଲିଙ୍କ୍ ସନ୍ଦେହରେ ଚଢାଉ କରିଛି ଇଡି । କାର୍ଯ୍ୟାଳୟରୁ କିଛି ଦସ୍ତାବିଜ ଇଡି ଜବତ କରିଥିବା ବେଳେ ଚଢାଉ ନେଇ କୌଣସି ସୂଚନା ଦେଇନାହିଁ । ପୂର୍ବରୁ ଲାଣ୍ଡ ସ୍କାମ ମାମଲାରେ ରବର୍ଟ ଭଦ୍ରାଙ୍କ ବିରୋଧରେ ପ୍ରବର୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି । ଏନେଇ ଇଡି ଭଦ୍ରାଙ୍କୁ ତୃତୀୟ ଥର ପାଇଁ ସମନ ମଧ୍ୟ ଜାରି କରି ସାରିଛି । ତେବେ ଏହାକୁ ନେଇ କଂଗ୍ରେସ ପଲଟିକାଲ ଭେଣ୍ଡେଟା ଅଭିଯୋଗ ଆଣିଛି କଂଗ୍ରେସ । ଭଦ୍ରାଙ୍କ କଂପାନୀ ଓ ସହଯୋଗୀଙ୍କ କାର୍ଯ୍ୟାଳୟରେ ଚଢାଉ କରି ମିଥ୍ୟା ଦସ୍ତାବିଜକୁ ପ୍ରମାଣିତ କରିବାରୁ ମୋଦି ସରକାର ଉଦ୍ୟମ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଅନ୍ୟପଟେ ବିଜେପି କହିଛି ଏହା ଭଦ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୁହେଁ ।
ରବର୍ଟ ଭଦ୍ରାଙ୍କ ସହଯୋଗୀଙ୍କ କମ୍ପାନୀରେ ଇଡି ଚଢାଉ ! ଦିଲ୍ଲୀ ଓ ବେଙ୍ଗାଲୁରୁର ୩ ଘନିଷ୍ଠ ସହଯୋଗୀଙ୍କ ୬କମ୍ପାନୀରେ ପ୍ରବର୍ତନ ନିର୍ଦ୍ଦେଶାଳୟର ରେଡ୍ ।
/kanak/media/post_attachments/wp-content/uploads/2018/12/GettyImages-694070294-1-e1536064074217.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)