ଦେଶରେ ବଢ଼ୁଛି ସଡ଼କ ଦୁର୍ଘଟଣା: କେନ୍ଦ୍ର ପରିବହନ ମନ୍ତ୍ରାଳୟ ପ୍ରକାଶ କଲା ୨୦୨୨ର ତଥ୍ୟ

Advertisment
ଦୁଆରଶୁଣୀ ଘାଟିରେ ଦୁର୍ଘଟଣା: ପୋଲିସ ଭ୍ୟାନ ଓ କଣ୍ଟେନର ମୁହାଁମୁହିଁ ଧକ୍କା, ୨୦ ଜଣ ଆହତ

କନକ ବ୍ୟୁରୋ: ଦେଶରେ ବଢୁଛି ରାସ୍ତା ଦୁର୍ଘଟଣା । କେନ୍ଦ୍ର ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି ୨୦୨୨ର ଦୁର୍ଘଟଣାର ତଥ୍ୟ ।
କାହିଁକି ବଢୁଛି ସଡ଼କ ଦୁର୍ଘଟଣା?

-୨୦୨୨ରେ ଦେଶରେ ୪ଲକ୍ଷ ୬୧ ହଜାର ୩ଶହ ୧୨ ରାସ୍ତା ଦୁର୍ଘଟଣା
-୨୦୨୧ରେ ଦେଶରେ ୪ଲକ୍ଷ ୧୨ ହଜାର ୪ଶହ ୩୨ ଦୁର୍ଘଟଣା
-ଦୁର୍ଘଟଣା ସଂଖ୍ୟାରେ ୧୧.୯% ବୃଦ୍ଧି
- ୨୦୨୨ରେ ଦୁର୍ଘଟଣାରେ ୧ ଲକ୍ଷ ୬୮ହଜାର ୪ଶହ ୯୧ ମୃତ
- ୨୦୨୧ରେ ଦୁର୍ଘଟଣାରେ ୧ଲକ୍ଷ ୫୩ହଜାର ୯ ଶହ ୭୨ ମୃତ
- ଦୁର୍ଘଟଣାରେ ମୃତ୍ରୁ୍ୟହାର ୯. ୪% ବୃଦ୍ଧି
-୨୦୨୧ରେ ୭ହଜାର ୭୬୪ ୧୮ ବର୍ଷରୁ କମ୍ ବୟସ୍କଙ୍କ ମୃତ୍ୟୁ
-୨୦୨୨ରେ ୨୨.୭% ବୃଦ୍ଧି ପାଇଛି
-୨୦୨୨ରେ ଦ୍ରୁତ ଗାଡି ଚାଳନା ଯୋଗୁ ୩ଲକ୍ଷ ୩୩ ହଜାର ୩ଶହ ୨୩ ଦୁର୍ଘଟଣା
-ଦ୍ରୁତ ଗାଡି ଚାଳନା ଯୋଗୁ ୯ ହଜାର ୯୪ ଜଣଙ୍କ ମୃତ୍ୟୁ
-୨୦୨୨ରେ ମଦ୍ୟପାନ କରି ଗାଡିଚାଳନା ଯୋଗୁ ୪ ହଜାର ୨୦୧ ମୃତ
-ଗାଡି ଚଲାଇବା ବେଳେ ମୋବାଇଲ ଫୋନ୍ ଯୋଗୁ ୭ହଜାର ୫୫୮ ଦୁର୍ଘଟଣା
- ମୋବାଇଲ ଫୋନ୍ ଯୋଗୁ ୩ ହଜାର ୩୯୫ ଜଣଙ୍କ ମୃତ୍ୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe