ଉତ୍ତରପ୍ରଦେଶ ପିଲଭିଟ୍ ଅଂଚଳରେ ଭୟଙ୍କର ସଡକ ଦୁର୍ଘଟଣା : ଦ୍ରୁତଗାମୀ କାର୍ ଓ ଜିପ୍ ମୁହାଁମୁହିଁ ଧକ୍କା ; ୭ ମୃତ, ୩୨ ଜଣ ଆହତ

Advertisment
ଉତ୍ତରପ୍ରଦେଶ ପିଲଭିଟ୍ ଅଂଚଳରେ ଭୟଙ୍କର ସଡକ ଦୁର୍ଘଟଣା : ଦ୍ରୁତଗାମୀ କାର୍ ଓ ଜିପ୍ ମୁହାଁମୁହିଁ ଧକ୍କା ; ୭ ମୃତ, ୩୨ ଜଣ ଆହତ

କନକ ବ୍ୟୁରୋ : ଉତ୍ତରପ୍ରଦେଶ ପିଲଭିଟ ଅଂଚଳରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଦ୍ରୁତଗାମୀ କାର ଓ ଜିପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ସ୍ଥଳରେ ଓଲଟି ପଡିଥିଲା କାର । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ୩୨ ଜଣ ଯାତ୍ରୀ ଆହତ । ଦୁର୍ଘଟଣା ପରେ ପରେ ପିଲଭିଟ୍ ପୋଲିସ ଓ ସ୍ଥାନୀୟ ଲୋକ ମିଶି ଉଦ୍ଧାର କାମ କରିଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe