ଅନୁଗୁଳରେ ବସ୍-ବୋଲେରୋ ମୁହାଁମୁହିଁ ! ୩ ମୃତ, ୪ ଆହତ

Advertisment
ଅନୁଗୁଳରେ ବସ୍-ବୋଲେରୋ ମୁହାଁମୁହିଁ ! ୩ ମୃତ, ୪ ଆହତ

image courtesy-http://stb.india.com

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ -ବୋଲେରୋ ମୁହାଁମୁହିଁ ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ୪ ଜଣ ଆହତ ହୋଇଛନ୍ତି । କିଶୋର ନଗର ଚମ୍ପାପୁର ଠାରେ ଘଟିଛି ଏହି ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ‘ସୁଶ୍ରୀ’ ନାମକ ଏହି ଯାତ୍ରୀବାହୀ ବସ୍ଟି ଯାଜପୁରରୁ ଝାରସୁଗୁଡା ଯାଉଥିଲା ବୋଲି ଜଣାପଡିଛି । ତେବେ ୪ ଜଣ ଆହତଙ୍କୁ କିଶୋରନଗର ହସ୍ପିଟାଲରେ ଭର୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe