ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା । ୩ ମୃତ ୬ ଗୁରୁତର

ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା । ୩ ମୃତ ୬ ଗୁରୁତର

କନକ ବ୍ୟୁରୋ : କଳାହାଣ୍ଡି ଥୁଆମାଳ ରାମପୁରରେ ମର୍ମନ୍ତୁଦ ଦୁର୍ଘଟଣା । ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୩ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୬ଜଣ ଗୁରୁତର ଥିବା ସୂଚନା ରହିଛି । କଲମପୁର ବଙ୍କାପାଳ ଓ ଦଶିଗାଁ ମଝିରେ ଏହି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ବଡ଼ କଥା ହେଉଛି ସମସ୍ତ ମୃତକ କାଠକୁରା ଗ୍ରାମର । ଆହତ ମାନଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ଦୁର୍ଘଟଣାର କାରଣ ଖୋଜୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe