କନକ ବ୍ୟୁରୋ : ଆଜି ପବିତ୍ର ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିବପଦା ତିଥି । ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତିର୍ଥ ପୁଷ୍କରିଣୀରେ ଗହଳି ଦେଖିବାକୁ ମିଳିଛି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି । ଏନେଇ ଆଜି ସକାଳୁ ବିଭିନ୍ନ ତର୍ଥ ପୁସ୍କରିଣୀ ସମେତ ମହୋଦଧୀରେ ଭିଡ଼ ଲାଗିଛି । ୧୫ ଦିନ ଧରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିବାର ବ୍ୟବସ୍ଥା ରହିଛି । ମହାଳୟ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ଚାଲିବ । ଏନେଇ ପୁରୀରେ ଲୋକଙ୍କ ଗହଳି ଦେଖିବକୁ ମିଳିଛି ।
ଆଜି ପବିତ୍ର ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି : ଶ୍ରୀକ୍ଷେତ୍ରର ନରେନ୍ଦ୍ର ପୁଷ୍କରିଣୀରେ ପିତୃପକ୍ଷଙ୍କୁ ଦିଆଯାଉଛି ତିଳତର୍ପଣ
/kanak/media/post_attachments/wp-content/uploads/2021/09/vlcsnap-2021-09-21-12h36m29s245.png)