ଋଷି ମହାନ୍ତି ଅପମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ପରିବାର : ମୃତ୍ୟୁ ଉପରେ ଉଠାଇଲେ ସନ୍ଦେହ

ଋଷି ମହାନ୍ତି ଅପମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ପରିବାର : ମୃତ୍ୟୁ ଉପରେ ଉଠାଇଲେ ସନ୍ଦେହ

କନକ ବ୍ୟୁରୋ : ୭ ମାସ ତଳେ ଘଟିଥିବା ଋଷି ମହାନ୍ତି ଅପମୃତ୍ୟୁ ମାମଲାର ଏକ ସନ୍ଦେହଜନକ ମୃତ୍ୟୁ ମାମଲାକୁ ପୁଣି ଥରେ ଜୀବନ୍ତ କରିଛି । ବହୁ ଚର୍ଚ୍ଚିତ ଇଂଜିନିୟରିଂ ଛାତ୍ର ଋଷି ମୃତ୍ୟୁ ମାମଲା ସହ କଣ ରହିଛି ଏହି ସେକ୍ସ ଭିଡିଓର ସଂପର୍କ ।

ଏହି ଭିଡିଓ ସିଡିକୁ ଆଧାର କରି କାହିଁକି ମେୟର ଅନନ୍ତ ନାରାୟଣ ଜେନାକୁ ଟାର୍ଗେଟ୍ କରୁଛନ୍ତି ବିରୋଧୀ । କିନ୍ତୁ ଏହି ଘଟଣାରେ ମେୟରଙ୍କୁ ଏକ ପ୍ରକାର କ୍ଲିନଚିଟ୍ ଦେଇଛନ୍ତି ମୃତ ଋିଷିଙ୍କ ପରିବାର ଲୋକ ।

ଦେଖନ୍ତୁ ଏହି ଭିଡିଓ –

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe