କନକ ବ୍ୟୁରୋ : ୭ ମାସ ତଳେ ଘଟିଥିବା ଋଷି ମହାନ୍ତି ଅପମୃତ୍ୟୁ ମାମଲାର ଏକ ସନ୍ଦେହଜନକ ମୃତ୍ୟୁ ମାମଲାକୁ ପୁଣି ଥରେ ଜୀବନ୍ତ କରିଛି । ବହୁ ଚର୍ଚ୍ଚିତ ଇଂଜିନିୟରିଂ ଛାତ୍ର ଋଷି ମୃତ୍ୟୁ ମାମଲା ସହ କଣ ରହିଛି ଏହି ସେକ୍ସ ଭିଡିଓର ସଂପର୍କ ।
ଏହି ଭିଡିଓ ସିଡିକୁ ଆଧାର କରି କାହିଁକି ମେୟର ଅନନ୍ତ ନାରାୟଣ ଜେନାକୁ ଟାର୍ଗେଟ୍ କରୁଛନ୍ତି ବିରୋଧୀ । କିନ୍ତୁ ଏହି ଘଟଣାରେ ମେୟରଙ୍କୁ ଏକ ପ୍ରକାର କ୍ଲିନଚିଟ୍ ଦେଇଛନ୍ତି ମୃତ ଋିଷିଙ୍କ ପରିବାର ଲୋକ ।
ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-17-20h01m09s271.png)