ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପୁର ବିଜେପି କର୍ମୀଙ୍କ ହଙ୍ଗାମା: ଟିକେଟ୍ ପାଇଥିବା ପ୍ରାର୍ଥୀ ସନତ କୁମାର ଗର୍ତିଆଙ୍କୁ ବିରୋଧ ଓ ନାରାବାଜି

127

କନକ ବ୍ୟୁରୋ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପୁର ବିଜେପିର ଶତାଧିକ କର୍ମୀ । ଦଳୀୟ କାର୍ଯ୍ୟାଳୟ ଆଗରେ ବିରୋଧ ଓ ନାରାବାଜି କରିଛନ୍ତି । ବିଜେପୁର ପାଇଁ ସନତ କୁମାର ଗର୍ତିଆଙ୍କୁ ବିଜେପି ଟିକେଟ୍ ଦେଇଛି । ଏହାକୁ ବିରୋଧ କରିଛନ୍ତି ସୁଶୀଲଙ୍କ ସମର୍ଥକ । ବିଜେପି ପାର୍ଟି ଅଫିସ୍କୁ ସୁଶୀଲଙ୍କ ସମର୍ଥକମାନେ ଆସି ତାଙ୍କୁ ଟିକେଟ୍ ଦେବାକୁ ଦାବି କରିଛନ୍ତି ।