ସରକାରୀ ଅଫିସରଙ୍କୁ ମଡିଆ ମନା ! ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

16

କନକ ବ୍ୟୁରୋ : ସରକାରୀ କର୍ମଚାରୀଙ୍କ ଉପରେ କଟକଣା । ଗଣମାଧ୍ୟମ ସାମ୍ନାରେ ବିବୃତି ରଖିବାକୁ ସରକାରୀ କର୍ମଚାରୀଙ୍କୁ ମନା । ଏନେଇ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ରାଜ୍ୟ ସରକାର କହିଛନ୍ତି, କିଛି ଅଫିସର ବିବାଦୀୟ ସ୍ତମ୍ଭ ଲେଖୁଛନ୍ତି । ତେଣୁ ବିବାଦୀୟ ବୟାନରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଉଭୟ ରାଜ୍ୟ ଓ କେନ୍ଦ୍ରକୁ ନେଇ କୌଣସି ବିବଦୀୟ ବୟାନ୍ ରଖିବାକୁ ମନା କରାଯାଇଛି ବିଜ୍ଞପ୍ତିରେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.