କନକ ବ୍ୟୁରୋ: ଦିଲ୍ଲୀପ ରାୟଙ୍କୁ ବିଜେପି ରାଉରକେଲାରୁ ପ୍ରାର୍ଥୀ ଘୋଷଣା କରିବା ପରେ ଆଶାୟୀ ପ୍ରାର୍ଥୀ ନିହାର ରାୟଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ । ନିହାରଙ୍କ ଘର ସାମ୍ନାରେ ତାଙ୍କ ସମର୍ଥକଙ୍କ ଭିଡ଼ ଜମିଥିଲା । ନିହାରଙ୍କୁ ଦଳ ଉଚିତ୍ ସମ୍ମାନ ଦେବା ଉଚିତ ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି । ଦୀର୍ଘ ୧୦ ବର୍ଷ ହେବ ସେ ଦଳ ପାଇଁ ଏକ ଶୃଙ୍ଖଳିତ କର୍ମୀ ଭାବେ କାମ କରିଆସୁଥିଲେ । ଆଗକୁ ଏନେଇ ଆଲୋଚନା ପରେ ନିଷ୍ପତ୍ତିି ନେବେ ବୋଲି କହିଛନ୍ତି ନିହାର ରାୟ ।
ରାଉରକେଲାରୁ ଦିଲ୍ଲୀପ ରାୟ ପ୍ରାର୍ଥୀ ହେବା ପରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ । ନିହାର ରାୟଙ୍କୁ ଉଚିତ ସମ୍ମାନ ନମିଳିବା ନେଇ ଅଭିଯୋଗ
/kanak/media/post_attachments/wp-content/uploads/2024/04/rk.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)