କନକ ବ୍ୟୁରୋ: ଭୟଙ୍କର ଭୂସ୍ଖଳନ ପରେ ୱାୟନାଡରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୫ଦିନରେ ଉଦ୍ଧାର କାର୍ଯ୍ୟ ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ୩୪୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୧୩ଶହ ଉଦ୍ଧାରକାରୀ ଉଦ୍ଧାର କାମରେ ଲାଗିଛନ୍ତି। ମାଟି ପାହାଡ ଭିତରୁ ଅଧିକରୁ ଅଧିକ ଶବ ମିଳିବାରେ ଲାଗିଛି।
ୱାୟନାଡରେ ବଢ଼ୁଛି ମୃତ୍ୟୁ ସଂଖ୍ୟା :
୩୪୪ଜଣଙ୍କର ମୃତ୍ୟୁ ସୂଚନା
ଉଦ୍ଧାରରେ ଲାଗିଛନ୍ତି ୧୩୦୦ ଯବାନ
୫ଦିନରେ ପହଞ୍ଚିଛି ଉଦ୍ଧାରକାର୍ୟ୍ୟ
ଉଦ୍ଧାରରେ ଲାଗିଛି ଅତ୍ୟାଧୁନିକ ସରଞ୍ଜାମ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/08/25-2.jpg)