ହାଡଭଙ୍ଗା ଶୀତରେ ପ୍ରବଳ ଥଣ୍ଡାରୁ ଜନଜାତୀ ଜିଲ୍ଲା ଲାହୋଲରେ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଜିଲ୍ଲା ମୁଖ୍ୟାଳୟ କେଲାଙ୍ଗରେ ମାଇନସ୍ ୧୧ ଡିଗ୍ରୀ ତାପମାନରେ ଏବଂ ବରଫ ମଝିରେ ସାଧାରଣତନ୍ତ୍ର ଦିବସର ପରେଡ୍ ପାଇଁ ପୋଲିସ୍ ଯବାନଙ୍କ ସମେତ ସ୍କୁଲ ପିଲା ମଧ୍ୟ ଏହି ପରେଡରେ ସାମିଲ ହୋଇଛନ୍ତି ।
ରିହର୍ସଲ ପରେଡରେ ନିରୀକ୍ଷଣ କରୁଥିବା ଡିଏସପି ହରିଶ୍ ଶର୍ମା କହିଥିଲେ ଯେ ଡିସି ଅଶ୍ୱିନୀ କୁମାର ଧ୍ୱଜାରୋହଣ କରିବେ । ସାଧାରଣତନ୍ତ୍ର ଦିବସକୁ ଉଚିତ୍ ସମୟରେ ଶେଷ କରିବା ପାଇଁ ସମସ୍ତଙ୍କ ଚେଷ୍ଟା ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/bbbb.jpg)
/kanak/media/post_attachments/wp-content/uploads/2019/01/main_900-300x194.jpg)