ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ୪ଟି ବିଭାଗର ରିପୋର୍ଟ କାର୍ଡ ତର୍ଜମା । ଆଜି ଏହି ପ୍ରକ୍ରିୟାରେ ୪ଟି ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଶିଳ୍ପ ବିଭାଗର ସମୀକ୍ଷା କରିବେ ନବୀନ । ଏହା ସହ ମନ୍ତ୍ରୀ ଡାକ୍ତର ଦମୋଦର ରାଉତଙ୍କ ଅଧୀନରେ ଥିବା ସମବାୟ ଏବଂ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅଧୀନରେ ଥିବା ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ବିଭାଗର କାର୍ଯ୍ୟକ୍ରମଗୁଡିକ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  /kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2016/06/vlcsnap-2016-06-02-13h34m57s876.png)