କାଲିଠୁ ଶ୍ରୀମନ୍ଦିର ଜଗମୋହନ ନାଟ ମଣ୍ଡପ ମରାମତି । ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କାଲିଠୁ ଶ୍ରୀମନ୍ଦିର ଜଗମୋହନ ନାଟ ମଣ୍ଡପ ମରାମତି । ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କନକ ବ୍ୟୁରୋ: ଆସନ୍ତକାଲିଠାରୁ ପୁରୀ ଜଗମୋହନ ନାଟ ମଣ୍ଡପର ହେବ ମରାମତି ଆରମ୍ଭ । ଏନେଇ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଆସନ୍ତା ୨୫ ତାରିଖ ଠାରୁ ମରାମତି ଆରମ୍ଭ କରିବାକୁ ଚାହୁଁଥିଲେ ଏଏସଆଇ । ହେଲେ ଏହାକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ଆସନ୍ତା ଡିସେମ୍ବରରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପ୍ରତି ୧୫ ଦିନ ବ୍ୟବଧାନରେ ମରାମତି ଅଗ୍ରଗତି ରିପୋର୍ଟ ହାଇକୋର୍ଟକୁ ଜଣାଇବେ ଆମିକସ କ୍ୟୁରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe