କନକ ବ୍ୟୁରୋ: ହଟିବ ସ୍କୁଲରେ ଲାଗିଥିବା ୫ଟି ବୋର୍ଡ । ବୋର୍ଡ ହଟାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ । ସବୁ ଏଚଏସଟି ସ୍କୁଲରୁ ୫ଟି ବୋର୍ଡ ହଟାଇବାକୁ ଚିଠି । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲେ ଓସେପା ପ୍ରକଳ୍ପ ନିର୍ଦ୍ଦେଶ । ସରକାର ବଦଳିବା ପରେ ଏହାକୁ ହଟାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।
ହଟିବ ସ୍କୁଲରେ ଲାଗିଥିବା ୫ଟି ବୋର୍ଡ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଓସେପା ପ୍ରକଳ୍ପ ନିର୍ଦ୍ଦେଶ
/kanak/media/post_attachments/wp-content/uploads/2024/06/33-4.jpg)