କନକ ବ୍ୟୁରୋ : ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲ ଅବରୋଧ ମାମଲା । ଅବରୋଧ ହୋଇଥିବା କେନାଲ ଖୋଲିଲା ଜବରଦଖଲକାରୀ ସଂସ୍ଥା । ୩୩୨ ମିଟର କେନାଲରୁ ଅବରୋଧ ହଟିଥିବା ସୂଚନା ଦେଇଛନ୍ତି ଜଳସେଚନ ବିଭାଗ । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ହସ୍ତକ୍ଷେପ ପରେ ଅବରୋଧ ହଟିଛି । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ୨ ବର୍ଷ ଧରି ଅବରୋଧ ରହିଥିଲା କେନାଲ ।
ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲ ଅବରୋଧ ମାମଲା : ସାଂସଦ ଅପରାଜିତା ଷଡଙ୍ଗୀଙ୍କ ହସ୍ତକ୍ଷେପ ପରେ ହଟିଲା ଅବରୋଧ
/kanak/media/post_attachments/wp-content/uploads/2023/09/ui8kymjujm.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)