ରିଲିଜ୍ ହେଲା ରଜନୀକାନ୍ତଙ୍କ ବହୁଚର୍ଚ୍ଚିତ ଫିଲ୍ମ କବାଲି

ରିଲିଜ୍ ହେଲା ରଜନୀକାନ୍ତଙ୍କ ବହୁଚର୍ଚ୍ଚିତ ଫିଲ୍ମ କବାଲି

www.indianexpress.com

କନକ ବ୍ୟୁରୋ : ମେଗାଷ୍ଟାର ରଜନୀକାନ୍ତଙ୍କ ବହୁଚର୍ଚ୍ଚିତ ଚଳଚ୍ଚିତ୍ର “କବାଲି” ଆଜି ଏକାସାଙ୍ଗରେ ୧୨ ହଜାର ପ୍ରେକ୍ଷାଳୟରେ ରିଲିଜ ହୋଇଛି । ତାମିଲ, ହିନ୍ଦୀ, ତେଲଗୁ, କନ୍ନଡ, ଓ ଚୀନା ଭାଷାରେ ମୁକ୍ତିଲାଭ କରୁଥିବା ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନଙ୍କ ମହଲରେ ଅଦ୍ଭୁତ କ୍ରେଜ୍ ଦେଖିବାକୁ ମିଳିଛି । ଫ୍ୟାନଙ୍କ କ୍ରେଜ୍ ଦେଖି ତାମିଲନାଡୁ ଓ କର୍ଣ୍ଣାଟକର ବହୁ କମ୍ପାନି ଆଜି ଛୁଟି ଘୋଷଣା କରିଛନ୍ତି । ଫିଲ୍ମଟି ରିଲିଜ ପୂର୍ବରୁ ତିନିଶହ କୋଟି ଟଙ୍କା ପ୍ରସାରଣ ବାବଦରେ ଆୟକରି ସମସ୍ତ ରେକର୍ଡକୁ ବ୍ରେକ୍ କରିଛି । ଫିଲ୍ମର ପ୍ରମୋସନ ପାଇଁ ଏୟାର ଏସିଆ ସ୍ୱତନ୍ତ୍ର କବାଲି ଫ୍ଲାଇଟର ଉଡାଣ କରିବାର ବ୍ୟବସ୍ଥା କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe