କନକ ବ୍ୟୁରୋ : ବାତ୍ୟା ‘ଫୋନି’ ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଛି ଭାରତୀୟ ତଟରକ୍ଷୀ ବାହିନୀ । ଓଡିଶା ସମେତ କୋଲକାତାରେ ବାତ୍ୟା ପୀଡିତଙ୍କୁ ସହାୟତା ଯୋଗାଇ ଆସୁଛନ୍ତି ତଟରକ୍ଷୀ ବାହିନୀର ଯବାନ । ବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ସ୍ଥାନରେ ଏହି ଯବାନମାନେ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି । ଆସନ୍ତୁ ଫଟୋରେ ଫଟୋରେ ଦେଖିବା ଏହି ବୀର ଯବାନମାନଙ୍କ ଉଦାରତାର ଚିତ୍ର ।

Advertisment

ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି ଭାରତୀୟ ତଟରକ୍ଷୀର ଯବାନ ।

publive-imageକୁନି ପିଲାଙ୍କୁ ଖାଦ୍ୟ ବଣ୍ଟନ ।

publive-imageଭାଙ୍ଗିଯାଇଥିବା ଘରକୁ ସଜାଡିବାକୁ ପ୍ରୟାସ ।

publive-imageରିଲିଫ୍ ବଣ୍ଟନ

publive-imageଭାଙ୍ଗି ଯାଇଥିବା ଘରର ମରାମତି ।

publive-imageବୃଦ୍ଧ ପୀଡିତଙ୍କୁ ଆଶ୍ୱାସନା

publive-imageମାଗଣା ଔଷଧ ବଣ୍ଟନ ।

publive-imageବାତ୍ୟା ପୀଡିତଙ୍କ ସହ ତଟରକ୍ଷୀ ବାହିନୀ ଯବାନଙ୍କ ଆଲୋଚନା ।

publive-imageବାତ୍ୟାରେ ଉପକୂଳ ଓଡିଶା ଛାରଖାର ହୋଇଯାଇଥିବା ବେଳେ ଭାରତୀୟ ତଟରକ୍ଷୀର ଏଭଳି ସାହାଯ୍ୟ ପାଇଁ ସମସ୍ତେ ପ୍ରଂଶସା କରିଛନ୍ତି । ବାତ୍ୟା ଫୋନି ଚାଲିଯାଇଛି ସତ, କିନ୍ତୁ ଯେଉଁ ଚିହ୍ନ ଛାଡିଯାଇଛି, ତାହା କେବେ ଯେ ଲିଭିବ ତାର ଆକଳନ କରିବା ମଧ୍ୟ ମୁସ୍କିଲ ।