ରିଲିଜ ହୋଇଛି ‘ଛାତି ତଳେ ଡିଂ ଡଂଗ୍’ ର ଦ୍ୱିତୀୟ ଟ୍ରାକ୍ "ଆଖିରେ ହାଣି ଦେଲୁ ତୁ'

ରିଲିଜ ହୋଇଛି ‘ଛାତି ତଳେ ଡିଂ ଡଂଗ୍’ ର ଦ୍ୱିତୀୟ ଟ୍ରାକ୍ "ଆଖିରେ ହାଣି ଦେଲୁ ତୁ'

ରିଲିଜ ହୋଇଛି ମଂଜରୀ ମୁଭିର ସପ୍ତମ ଅବଦାନ "ଛାତି ତଳେ ଡିଂ ଡଂଗ୍ 'ର ଦ୍ୱିତୀୟ ଟ୍ରାକ୍ "ଆଖିରେ ହାଣି ଦେଲୁ ତୁ' ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦେଶନାରେ ଏହି ଗୀତଟି ଖୁବ୍ ମନଛୁଅାଁ ହୋଇଛି । ଗୀତଟିକୁ ଲେଖିଛନ୍ତି ବାପୁ ଗୋସ୍ୱାମୀ , ଏବଂ ଗାଇଛନ୍ତି ସଂଗ୍ରାମ ଓ ଇରା ମହାନ୍ତି । ଇତିି ମଧ୍ୟରେ ଫିଲ୍ମଟିର ୧୨ ଦିନର ସୁଟିଂ ଶେଷ ହୋଇଛି । ପୂଜା ବଜାରରେ ଏହି ଫିଲ୍ମଟି ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।
"ଆଖିରେ ହାଣି ଦେଲୁ ତୁ' ଟ୍ରାକ୍ ଶୁଣନ୍ତୁ ଏହି ଭିଡିଓରେ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe