ରିଲିଜ ହୋଇଛି ମଂଜରୀ ମୁଭିର ସପ୍ତମ ଅବଦାନ "ଛାତି ତଳେ ଡିଂ ଡଂଗ୍ 'ର ଦ୍ୱିତୀୟ ଟ୍ରାକ୍ "ଆଖିରେ ହାଣି ଦେଲୁ ତୁ' ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦେଶନାରେ ଏହି ଗୀତଟି ଖୁବ୍ ମନଛୁଅାଁ ହୋଇଛି । ଗୀତଟିକୁ ଲେଖିଛନ୍ତି ବାପୁ ଗୋସ୍ୱାମୀ , ଏବଂ ଗାଇଛନ୍ତି ସଂଗ୍ରାମ ଓ ଇରା ମହାନ୍ତି । ଇତିି ମଧ୍ୟରେ ଫିଲ୍ମଟିର ୧୨ ଦିନର ସୁଟିଂ ଶେଷ ହୋଇଛି । ପୂଜା ବଜାରରେ ଏହି ଫିଲ୍ମଟି ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।
"ଆଖିରେ ହାଣି ଦେଲୁ ତୁ' ଟ୍ରାକ୍ ଶୁଣନ୍ତୁ ଏହି ଭିଡିଓରେ :
ରିଲିଜ ହୋଇଛି ‘ଛାତି ତଳେ ଡିଂ ଡଂଗ୍’ ର ଦ୍ୱିତୀୟ ଟ୍ରାକ୍ "ଆଖିରେ ହାଣି ଦେଲୁ ତୁ'
/kanak/media/post_attachments/wp-content/uploads/2016/09/3ef4b3c2-6e66-4b8a-ab71-4034fbb504cb.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)