ରିଲିଜ ହୋଇଛି ଦୀପିକା ପାଦୁକୋନଙ୍କର ହଲିଉଡ ଡେବ୍ୟୁ ଫିଲ୍ମର ଟ୍ରେଲର

ରିଲିଜ ହୋଇଛି ଦୀପିକା ପାଦୁକୋନଙ୍କର ହଲିଉଡ ଡେବ୍ୟୁ ଫିଲ୍ମର ଟ୍ରେଲର

www.news18.com

ବଲିଉଡ ବିୟୁଟି ଦୀପିକା ଆରମ୍ଭ କରିଦେଇଛନ୍ତି ହଲିଉଡ ଜର୍ଣ୍ଣି । ଏବେ ରିଲିଜ ହୋଇଛି ହଲିଉଡରେ ତାଙ୍କର ଡେବ୍ୟୁ ଫିଲ୍ମର ଟ୍ରେଲର । ଯେଉଁଥିରେ ଦୀପିକା ଖୁବ୍ ବୋଲ୍ଡ ଅନ୍ଦାଜରେ ଦେଖାଯାଉଛନ୍ତି । ଯାହା ଦର୍ଶକଙ୍କୁ ଖୁବ୍ ଏଂଟରଟେନ୍ କରିବ । ତାଙ୍କ ସହ ଅଛନ୍ତି ହଲିଉଡ ଷ୍ଟାର ଭିନ୍ ଡିଜଲ । ଦୀପିକା ପାଦୁକୋନ ଏହି ହଲିଉଡ ଫିଲ୍ମରେ ଅନେକ ଆକ୍ସନ ସିକୁଏନ୍ସରେ ଦେଖାଦେବେ । ଏହାର ଝଲକ୍ ରିଲିଜ ଟିଜରରେ ଦେଖିବାକୁ ମିଳିଛି । ଫିଲ୍ମରେ ଦୀପିକା ସେରେନା ନାମ୍ନୀ ଚରିତ୍ରରେ ନଜର ଆସିବେ । ବଲିଉଡର ହଟ୍ ଅଭିନେତ୍ରୀ ଦୀପିକା ହଲିଉଡରେ ହିଟ୍ ସାବ୍ୟସ୍ତ ହୁଅନ୍ତୁ ଏହା ତାଙ୍କର ଫ୍ୟାନମାନେ ଚାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe