ବଲିଉଡ ବିୟୁଟି ଦୀପିକା ଆରମ୍ଭ କରିଦେଇଛନ୍ତି ହଲିଉଡ ଜର୍ଣ୍ଣି । ଏବେ ରିଲିଜ ହୋଇଛି ହଲିଉଡରେ ତାଙ୍କର ଡେବ୍ୟୁ ଫିଲ୍ମର ଟ୍ରେଲର । ଯେଉଁଥିରେ ଦୀପିକା ଖୁବ୍ ବୋଲ୍ଡ ଅନ୍ଦାଜରେ ଦେଖାଯାଉଛନ୍ତି । ଯାହା ଦର୍ଶକଙ୍କୁ ଖୁବ୍ ଏଂଟରଟେନ୍ କରିବ । ତାଙ୍କ ସହ ଅଛନ୍ତି ହଲିଉଡ ଷ୍ଟାର ଭିନ୍ ଡିଜଲ । ଦୀପିକା ପାଦୁକୋନ ଏହି ହଲିଉଡ ଫିଲ୍ମରେ ଅନେକ ଆକ୍ସନ ସିକୁଏନ୍ସରେ ଦେଖାଦେବେ । ଏହାର ଝଲକ୍ ରିଲିଜ ଟିଜରରେ ଦେଖିବାକୁ ମିଳିଛି । ଫିଲ୍ମରେ ଦୀପିକା ସେରେନା ନାମ୍ନୀ ଚରିତ୍ରରେ ନଜର ଆସିବେ । ବଲିଉଡର ହଟ୍ ଅଭିନେତ୍ରୀ ଦୀପିକା ହଲିଉଡରେ ହିଟ୍ ସାବ୍ୟସ୍ତ ହୁଅନ୍ତୁ ଏହା ତାଙ୍କର ଫ୍ୟାନମାନେ ଚାହାନ୍ତି ।
ରିଲିଜ ହୋଇଛି ଦୀପିକା ପାଦୁକୋନଙ୍କର ହଲିଉଡ ଡେବ୍ୟୁ ଫିଲ୍ମର ଟ୍ରେଲର
/kanak/media/post_attachments/wp-content/uploads/2016/07/vin-diesel-story-fb_647_020516102506.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)