ନିର୍ବାଚନ ଫଳାଫଳ ପରେ ଦାମଙ୍କ ପାଇଁ ନୂଆ ସମୀକରଣ ! ବିଜେଡି ସହ ଖଟାମିଠା ସଂପର୍କକୁ ନେଇ ଚର୍ଚ୍ଚା

30

କନକ ବ୍ୟୁରୋ : ନିର୍ବାଚନ ଫଳାଫଳ କେମିତି ଦୂରେଇ ଯାଇଥିବା ଲୋକଙ୍କୁ ପାଖକୁ ଟାଣି ଆଣେ । ଅଲୋଡ଼ା କୁହାଯାଉଥିବା ଲୋକ ବି ପୁଣି ଖୋଜା ପଡେ । ଯେଉଁ ଦାମୋଦର ରାଉତ ଦିନେ ଦଳରେ ଅଲୋଡ଼ା ହୋଇଯାଇଥିଲେ ବୋଲି କୁହାଯାଉଥିବା ସେ ପୁଣି ଦଳର ଆସ୍ଥା ଭାବନ ହୋଇପାରିଛନ୍ତି । ପଂଚାୟତ ନିର୍ବାଚନରେ ବିଜେଡିର ସଂଖ୍ୟା କମିବା ଏବଂ ବିଜେପିର ସଂଖ୍ୟା ବଢ଼ିବା ଘଟଣା ବିଜେଡି ସୁପ୍ରିମୋ ନବୀନ ଏବଂ ବିଜେଡି ଉପ-ସଭାପତି ଦାମୋଦରଙ୍କୁ ନେଇଥିବା ପୂର୍ବର ସମସ୍ତ ସମୀକରଣକୁ ବଦଳାଇ ଦେଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-