କନକ ବ୍ୟୁରୋ : ବିଲଡରଙ୍କଠାରୁ ଘର ଓ ଜମି କିଣୁଥିବା ଗ୍ରାହକଙ୍କ ପାଇଁ କଠୋର ହେବାକୁ ଯାଉଛି ନିୟମ । ବିଲ୍ଡର ଗ୍ରାହକଙ୍କୁ ଘର ହସ୍ତାନ୍ତର କରିବାରେ ବିଳମ୍ବ ହେଲେ ବ୍ୟାଙ୍କ୍ ସୁଧ ସହ ଜୋରିମାନା ବି ଦେବେ । ପ୍ଲାନ୍ ମୁତାବକ କାମ ନକଲେ ବି ଜୋରିମାନା ।
ରିଅଲ ଇଷ୍ଟେଟ୍ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଗତବର୍ଷ ଆଇନ ଆଣିବା ପରେ ଓଡ଼ିଶା ସରକାର ଏହାର ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ଖୁବ୍ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ବିଜ୍ଞପ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/builder.jpg)