କନକ ବ୍ୟୁରୋ : ଆଇଓସିଏଲରେ ଓଡ଼ିଆଙ୍କ ନିଯୁକ୍ତିକୁ ନେଇ ସରଗରମ ରାଜନୀତି । ବିଜେଡି କହୁଛି କମ୍ପାନୀ ପାଇଁ ଜମି ଦେଇଥିବା ଜମିହରାଙ୍କୁ ପାରାଦୀପ ତୈଳ ବିଶୋଧନାଗାରରେ ଚାକିରି ଦିଆଯାଇନାହିଁ । ଦାମ ରାଉତ କହିଛନ୍ତି ଯେଉଁ ୧୯୧ଜଣଙ୍କୁ ନିଯୁକ୍ତି ମିଳିଛି ସେମାନଙ୍କ ମଧ୍ୟରେ ରହିଛନ୍ତି ଅନେକ କୋଟିପତି । ଯେଉଁମାନେ ଗୁଣ୍ଡାଗିରି କରି ଚାକିରି ପାଇଛନ୍ତି ।
ସେପଟେ ଚାକିରି ମିଳିନଥିବା କଥା ସ୍ୱିକାର କରିଛି ବିଜେପି । ତେବେ ଖୁବ୍ ଶୀଘ୍ର ଚାକିରି ଦିଆଯିବ ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ । ଓଡ଼ିଆ ଯୁବକଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି । ସେପଟେ ଆଇଓସିଏଲକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାହାସ୍ପୋଟ ମାରୁଥିବା କଂଗ୍ରେସ କହିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-01-14h30m28s994.png)