୭ ବର୍ଷର ସଂଘର୍ଷ ପରେ ମା’ଙ୍କ ଆଖିରୁ ଶୁଖିଲା ଲୁହ । ଆଶା ଦେବୀ କହିଲେ, ଫାଶୀ ପରେ ପୂରା ଦେଶକୁ ମିଳିଲା ନ୍ୟାୟ ।

Advertisment
୭ ବର୍ଷର ସଂଘର୍ଷ ପରେ ମା’ଙ୍କ ଆଖିରୁ ଶୁଖିଲା ଲୁହ । ଆଶା ଦେବୀ କହିଲେ, ଫାଶୀ ପରେ ପୂରା ଦେଶକୁ ମିଳିଲା ନ୍ୟାୟ ।

କନକ ବ୍ୟୁରୋ : ୭ବର୍ଷ ୩ ମାସ ଅପେକ୍ଷାର ଅନ୍ତ ଘଟିଲା, ନିର୍ଭୟାକୁ ନ୍ୟାୟ ମିଳିଲା । ୭ ବର୍ଷର ସଂଘର୍ଷ ପରେ ଜଣେ ମା’ଙ୍କ ଆଖିରୁ ଲୁହ ଶୁଖିଲା । ନିର୍ଭୟା ଦୁଷ୍କର୍ମକାରୀଙ୍କୁ କେବେ ମିଳିବ ଫାଶୀ ? ଦୀର୍ଘ ୭ ବର୍ଷ ଧରି ଉଠୁଥିବା ଏହି ଗୋଟିଏ ପ୍ରଶ୍ନର ଆଜି ଅବସାନ ଘଟିଛି । ବିଳମ୍ବରେ ହେଉ ପଛେ, ନିର୍ଭୟାଙ୍କୁ ନ୍ୟାୟ ମିଳିଛି ।

୪ ଦୋଷୀଙ୍କୁ ଫାଶୀ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ ମା’ । ସେ କହିଛନ୍ତି, ‘୭ ବର୍ଷର ସଂଘର୍ଷ ପରେ ଦୋଷୀଙ୍କୁ ଫାଶୀ ଦିଆଗଲା । ଦୋଷୀଙ୍କୁ ଫାଶୀ ଦେବା ସହ ପୂରା ଦେଶକୁ ନ୍ୟାୟ ମିଳିଲା । ବିଳମ୍ବ ହେଲେ ବି ନିର୍ଭୟାକୁ ନ୍ୟାୟ ମିଳିଲା । ଆଜିର ଦିନ ଦେଶର ସମସ୍ତ ଝିଅମାନଙ୍କ ପାଇଁ । ନ୍ୟାୟ ବ୍ୟବସ୍ଥା ଉପରେ ଦେଶର ଆସ୍ଥା ବଢିଲା’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe