କନକ ବ୍ୟୁରୋ: ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପରିବାରବର୍ଗଙ୍କ ସହ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶକ୍ତିକାନ୍ତ ଦାସ । ଅନେକ ବର୍ଷ ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନର ସୁଯୋଗ ମିଳିଥିବା ବେଳେ ଭଲରେ ଦର୍ଶନ ହୋଇଥିବା ସେ କହିଛନ୍ତି । ଏହି ଅବସରରେ ଲିଙ୍ଗରାଜ ମନ୍ଦିରର ସେବାୟତ ମାନଙ୍କ ପକ୍ଷରୁ ମଧ୍ୟ ଆରବିଆଇ ଗଭର୍ଣ୍ଣରଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଛି ।
ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । କହିଲେ, ବହୁ ବର୍ଷ ପରେ ମିଳିଲା ପ୍ରଭୁଙ୍କ ଦର୍ଶନ ସୁଯୋଗ ।
/kanak/media/post_attachments/wp-content/uploads/2024/05/21-22.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)