ରାୟଗଡା : ରାସନକାର୍ଡ ଦୁର୍ନୀତି ପ୍ରତିବାଦରେ ରାୟଗଡା ବନ୍ଦ । ରାସନକାର୍ଡ ବଂଟନ ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ୧୨ ଘଂଟିଆ ବନ୍ଦ ପାଳନ କରୁଛି ବିଜେପି । ପ୍ରକୃତ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଂଚିଥିବା ବେଳେ ସରକାର ରାସନକାର୍ଡ ଫେରସ୍ତ ନାଁରେ ଜୁଲମ୍ କରୁଥିବା ଅଭିଯୋଗ ହୋଇଛି । ଏହି ବନ୍ଦର ପ୍ରଭାବ ରାୟଗଡା ସମେତ ମୁନିଗୁଡା, ଗୁଣୁପୁର, ବିଷମକଟକ ଓ ଜେ.କେ ପୁରରେ ଦେଖିବାକୁ ମିଳିଛି । ଦୋକାନ ବଜାରରେ ତାଲା ପଡିବା ସହ ଗାଡି ଚଳାଚଳ ବନ୍ଦ ରହିଛି ।
ରାସନକାର୍ଡ ଦୁର୍ନୀତି ପ୍ରତିବାଦ : ରାୟଗଡାରେ ବିଜେପିର ୧୨ ଘଂଟିଆ ବନ୍ଦ
/kanak/media/post_attachments/wp-content/uploads/2016/08/vlcsnap-2016-08-02-10h17m05s392.png)