କନକ ବ୍ୟୁରୋ : ଆୟ ବହିର୍ଭୁତ ସମ୍ପତି ଠୁଳ ଅଧିକାରୀଙ୍କୁ ଧରିବା ପାଇଁ ଭିଜିଲାନ୍ସର ତନାଘନା । ଏଥର ଭିଜିଲାନ୍ସ ହାବୁଡରେ ପଡିଛନ୍ତି ସହାକାରୀ ଯନ୍ତ୍ରୀ । ଗୁଣୁପୁର ରାମନାଗୁଡା ବ୍ଲକର ସହକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ କରାଯାଇଛି ।
ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କ ସରକାର କ୍ୱାର୍ଟର ଓ ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଛାପା ମାରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଓ ଆସିକାରେ ଥିବା ପ୍ରଶାନ୍ତଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଛି ।
ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-03-09h19m01s965.png)