ଜନଶୁଣାଣି ବେଳେ ଉତ୍ତେଜନା : କମ୍ପାନୀକୁ ପ୍ରବଳ ବିରୋଧ; ଗୋ-ବ୍ୟାକ୍ ନାରା ଦେଲେ ହଜାର ହଜାର ଆଦିବାସୀ

ଜନଶୁଣାଣି ବେଳେ ଉତ୍ତେଜନା : କମ୍ପାନୀକୁ ପ୍ରବଳ ବିରୋଧ; ଗୋ-ବ୍ୟାକ୍ ନାରା ଦେଲେ ହଜାର ହଜାର ଆଦିବାସୀ

କନକ ବ୍ୟୁରୋ : ରାୟଗଡ଼ା ସୁଙ୍ଗେରଠାରେ ଜନଶୁଣାଣୀ ବେଳେ ପ୍ରବଳ ଉତ୍ତେଜନା । ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରି ଗୋବ୍ୟାକ୍ ନାରା ଦେଇଛନ୍ତି ହଜାର ହଜାର ଆଦିବାସୀ । ସିଜିମାଳି ଖଣି ଖନନକୁ ବିରୋଧ ପରେ ଜନଶୁଣାଣୀ ହୋଇପାରିନି । ଅଧାରୁ ଜନଶୁଣାଣୀ ଛାଡ଼ି ପଳାଇଲେ ଅଧିକାରୀ । ପ୍ରଦୂଷଣ ହେଲେ କିଏ ବୁଝିବ, ପୂର୍ବରୁ କେବେ କମ୍ପାନୀ ତାଙ୍କ କଥା ବୁଝିକି କି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଆଦିବାସୀ । ଏପରିକି ଗ୍ରାମସଭା ଓ ପଲ୍ଲିସଭା କରାଇଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe