ଆରମ୍ଭ ହୋଇଛି ଟିମ୍ ଇଣ୍ଡିଆର ସୁପର ଅଲ ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଦ୍ୱିତୀୟ ଇନିଂସ୍ । ଘୋଡାରେ ଆସିବା ସହ ସଂପୂର୍ଣ୍ଣ ରାଜକୀୟ ଢ଼ଙ୍ଗରେ ବିବାହ କରିଛନ୍ତି ରିଭା ସୋଲାଙ୍ଗୀଙ୍କୁ । ଗୁଜୁରାଟୀ ପରମ୍ପରା ଅନୁସାରେ ହୋଇଥିବା ଏହି ବିବାହ ଉତ୍ସବରେ କ୍ରିକେଟ ତାରକାଙ୍କ ସମେତବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ତେବେ ନିଜ ବିବାହ ସମୟରେ ଜାଡେଜା କରିଥିବା ଖଣ୍ଡା ଚାଳନା ଭାଇରାଲ୍ ହୋଇଛି ।
ଅଲ ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଦ୍ୱିତୀୟ ଇନିଂସ୍
/kanak/media/post_attachments/wp-content/uploads/2016/04/Rabindra.png)