ଗୋରଖପୁର ଆସନରୁ ବିଜୟୀ ହେଲେ ରବି କିଶନ । ଜାଣନ୍ତୁ ନିକଟତମ ପ୍ରତିଦ୍ୱନ୍ଦିଙ୍କୁ କେତେ ଭୋଟରେ କଲେ ପରାଜିତ

Advertisment
ଗୋରଖପୁର ଆସନରୁ ବିଜୟୀ ହେଲେ ରବି କିଶନ । ଜାଣନ୍ତୁ ନିକଟତମ ପ୍ରତିଦ୍ୱନ୍ଦିଙ୍କୁ କେତେ ଭୋଟରେ କଲେ ପରାଜିତ

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ହଟ୍ ସିଟ୍ କୁହାଯାଉଥିବା ଗୋରଖପୁର ଲୋକସଭା ଆସନରୁ ପୁଣିଥରେ ବିଜୟୀ ହୋଇଛନ୍ତି ରବି କିଶନ । ବିଜେପି ଟିକେଟରୁ ଲଢୁଥିବା ରବି କିଶନ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସମାଜବାଦୀ ପାର୍ଟିର ପ୍ରାର୍ଥୀନୀ କାଜଲ ନିସାଦଙ୍କ ୮୩ ହଜାର ୨୭୫ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ରବି କିଶନଙ୍କୁ ୫ ଲକ୍ଷ ୧ ହଜାର ୪୪୧ ଖଣ୍ଡ ଭୋଟ ମିଳିଥିବା ବେଳେ କାଜଲ ନିସାଦଙ୍କୁ ୪ ଲକ୍ଷ ୧୮ ହଜାର ୧୬୬ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ସେପଟେ ବିଏସପିରୁ ପ୍ରାର୍ଥୀ ହୋଇଥିବା ଜାଭେଦ ଅସରଫଙ୍କୁ ମାତ୍ର ୪୬ ହଜାର ୬୦୮ ଖଣ୍ଡ ଭୋଟ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe