ରତ୍ନଭଣ୍ଡାରରେ କେଉଁଠୁ ଆସିଲା ପାଣି? ଭିତର ରତ୍ନଭଣ୍ଡାର ଓଦା ଥିବା କହିଲେ ତଢ଼ାଉକରଣ ।

ରତ୍ନଭଣ୍ଡାରରେ କେଉଁଠୁ ଆସିଲା ପାଣି? ଭିତର ରତ୍ନଭଣ୍ଡାର ଓଦା ଥିବା କହିଲେ ତଢ଼ାଉକରଣ ।

କନକ ବ୍ୟୁରୋ: ରତ୍ନଭଣ୍ଡାରକୁ ନେଇ ଖୋଲୁଛି ରହସ୍ୟ । ଭିତରେ ରତ୍ନଭଣ୍ଡାର ଓଦା ଅଛି ବୋଲି କହିଲେ ସେବାୟତ । ତଢ଼ାଉକରଣ ହିମାଂଶୁ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ରତ୍ନଭଣ୍ଡାରର ତାଲା ଗୁଡ଼ିକ ଭଙ୍ଗା ଯାଇଛି । ଭିତର ଭଣ୍ଡାର ଖୋଲାଯାଇଛି ଏବଂ ସବୁ ଠିକଠାକ୍ ଅଛି ବୋଲି କହିଲେ ତଢ଼ାଉକରଣ ହିମାଂଶୁ ପଟ୍ଟନାୟକ । ତେବେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିବା ସ୍ପଷ୍ଟ ହୋଇଛି । କାରଣ କଟରରେ ଭିତର ରତ୍ନଭଣ୍ଡାର ତାଲା କଟାଯାଇ ଖୋଲାଯାଇଛି । ଭିତର ରତ୍ନଭଣ୍ଡାର ଖୋଲିବା ନେଇ ସ୍ପଷ୍ଟ କରିଛନ୍ତି ଦେଉଳକରଣ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe