କନକ ବ୍ୟୁରୋ: ରତ୍ନଭଣ୍ଡାର ଖୋଲିଛି। ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଅସ୍ଥାୟୀ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯାଇଛି। ତେବେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରକୁ କେମିତି ରଖାଯାଇଛି, କେମିତି ସୁରକ୍ଷା ବ୍ୟବସ୍ଥା କରାଯାଇଛି ଦେଖନ୍ତୁ ଏହି ରିପୋର୍ଟ।

ଶ୍ରୀଜୀଉଙ୍କ ଅଳଙ୍କାର ଜଗିଛି କିଏ ?

Advertisment

ମହାପ୍ରଭୁଙ୍କ ବହୁମୂଲ୍ୟ ଓ ଦୁର୍ଲଭ ରତ୍ନ ଅଳଙ୍କାର ରହିଛି
ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଛି
୧୦ଦିନ ହେଲା ଅସ୍ଥାୟୀ ରତ୍ନଭଣ୍ଡାରରେ ରହିଛି ଅଳଙ୍କାର
ରତ୍ନଭଣ୍ଡାର ଯାଂଚ କମିଟି ସଦସ୍ୟଙ୍କ ଅନୁଯାୟୀ ଏସଓପି ଅନୁସାରେ ନିଆଯାଇଛି ପଦକ୍ଷେପ
ସିସିଟିଭି ନଜରରେ ଅସ୍ଥାୟୀ ରତ୍ନଭଣ୍ଡାର
ଲୁହା ଗ୍ରିଲ୍, ତାଲାରେ ଜଉମୁଦ ଦିଆଯାଇଛି
ଲାଇଟ୍, ଅଗ୍ନି ନିରାପତ୍ତା ସହ ଅନ୍ୟାନ୍ୟ ନିରାପତ୍ତା ବ୍ୟବସ୍ଥା
ଶ୍ରୀମନ୍ଦିର ପୋଲିସ ଓ ପ୍ରତିହାରୀ ସେବାୟତଙ୍କ ୨୪ ଘଣ୍ଟିଆ ପହରା