ପୁରୀ ବେଳାଭୂମିରେ ବାଲିର ରଥ ! ଝୁରାବାଲିର ସୌଦାଗର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଅନନ୍ୟ କଳାକୃତି

ରଥଟଣା ପାଇଁ କେଉଁଠୁ ଆସେ ମହାପ୍ରଭୁଙ୍କ ରଥ ଦଉଡ଼ି ?

କନକ ବ୍ୟୁରୋ : ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟ ବଢାଉଛି ଶ୍ରୀଜଗନ୍ନାଥଙ୍କ ବାଲୁକା କଳା । ତିନି ଠାକୁର ଓ ତିନି ରଥର ବାଲୁକା ମୂର୍ତ୍ତୀ ତିଆରି କରିଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି କଳାକୃତିକୁ ଦେଖିବାକୁ ଦେଶବିଦେଶର ପର୍ଯ୍ୟଟକଙ୍କ ଭିଡ ଜମୁଛି ପୁରୀ ବେଳାଭୂମିରେ । ଷୋଡଶ ଶତାବ୍ଦୀରେ ଭକ୍ତ ବଳରାମ ଦାସଙ୍କ ଠାରୁ ହିଁ ବାଲୁକା କଳାର ଜନ୍ମ ହୋଇଛି । ଏବଂ ଏହା ଏବେ ସାରା ବିଶ୍ୱରେ ପରିଚିତ ହୋଇଛି ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe